Katyayani Stotram is a devotional hymn for worshipping Goddess Katyayani Devi, one of the Navadurga’s. Get Katyayani Stotram in Odia Lyrics Pdf here.
Katyayani Stotram in Odia – ଶ୍ରୀ କାତ୍ୟାୟନୀ ସ୍ତୋତ୍ରମ
କଞ୍ଚନାଭାଂ ବରାଭୟଂ ପଦ୍ମଧରା ମୁକଟୋଜ୍ଜବଲାଂ ।
ସ୍ମେରମୁଖୀ ଶିବପତ୍ନୀ କାତ୍ୟାୟନେସୁତେ ନମୋଽସ୍ତୁତେ ॥
ପଟାମ୍ବର ପରିଧାନାଂ ନାନାଲଙ୍କାର ଭୂଷିତାମ୍ ।
ସିଂହସ୍ଥିତାମ୍ ପଦ୍ମହସ୍ତାଂ କାତ୍ୟାୟନସୁତେ ନମୋଽସ୍ତୁତେ ॥
ପରମାନନ୍ଦମୟୀ ଦେବୀ ପରବ୍ରହ୍ମ ପରମାତ୍ମା ।
ପରମଶକ୍ତି, ପରମଭକ୍ତି, କାତ୍ୟାୟନସୁତେ ନମୋଽସ୍ତୁତେ ॥
ବିଶ୍ୱକର୍ତୀ, ବିଶ୍ୱଭର୍ତୀ, ବିଶ୍ୱହର୍ତୀ, ବିଶ୍ୱପ୍ରୀତା ।
ବିଶ୍ୱାଚିନ୍ତା, ବିଶ୍ୱାତୀତା କାତ୍ୟାୟନସୁତେ ନମୋଽସ୍ତୁତେ ॥
କାଂ ବୀଜା, କାଂ ଜପାନନ୍ଦକାଂ ବୀଜ ଜପ ତୋଷିତେ ।
କାଂ କାଂ ବୀଜ ଜପଦାସକ୍ତାକାଂ କାଂ ସନ୍ତୁତା ॥
କାଙ୍କାରହର୍ଷିଣୀକାଂ ଧନଦାଧନମାସନା ।
କାଂ ବୀଜ ଜପକାରିଣୀକାଂ ବୀଜ ତପ ମାନସା ॥
କାଂ କାରିଣୀ କାଂ ମନ୍ତ୍ରପୂଜିତାକାଂ ବୀଜ ଧାରିଣୀ ।
କାଂ କୀଂ କୂଙ୍କୈ କଃ ଠଃ ଛଃ ସ୍ୱାହାରୂପିଣୀ ॥
ଇତି ଶ୍ରୀ କାତ୍ୟାୟନୀ ସ୍ତୋତ୍ରମ ||